ଅଫିସର ଦମ୍ପତି ଗିରଫ, ୭ କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଠାବ

ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ପ୍ରଶାସନିକ ସେବାର ଅଫିସର ଦମ୍ପତିଙ୍କୁ ରାଜ୍ୟ ଭିଜିଲାନ୍ସ ଆଜି ଗିରଫ କରିଛି। ଓପେପାରେ ଚିଫ୍ ଆକାଉଣ୍ଟସ ଅଫିସର ଭାବେ କାର୍ଯ୍ୟ କରୁଥିବା ଓଏଫ୍ଏସ୍ ନଳିନୀ ପୃଷ୍ଟି ଓ ତାଙ୍କ ଓଏଏସ୍ ପତି ଛତ୍ରପୁର ତହସିଲ୍‌ଦାର ବିଜୟ କେତନ ସାହୁଙ୍କୁ ୬.୮୭ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଗିରଫ କରାଯାଇଛି। ଦମ୍ପତିଙ୍କଠୁ ମିଳିଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରର … Continue reading ଅଫିସର ଦମ୍ପତି ଗିରଫ, ୭ କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଠାବ